ଡାକ୍ତର ପରିଚୟ ଦେଇ ଯୁବତୀଙ୍କୁ ଲୁଟୁଥିବା ଓଡିଶାର ‘ମୁନ୍ନାଭାଇ’ ବାଲେଶ୍ୱରରୁ ଗିରଫ

ଭୁବନେଶ୍ୱର-ନକଲି ଡାକ୍ତର ପ୍ରଭାସ ରାଜ ଗିରଫ ହୋଇଛି । ବାଲେଶ୍ୱରରୁ ପ୍ରଭାସକୁ ଗିରଫ କରିଛି ସହିଦନଗର ପୋଲିସ । ନିଜକୁ ଡାକ୍ତର କହି ଯୁବତୀମାନଙ୍କୁ ପ୍ରେମଜାଲରେ ଫସାଉଥିଲେ ପ୍ରଭାସ । ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଲୁଟୁ ଥିଲା ଲକ୍ଷ ଲକ୍ଷ ଟଙ୍କା । ଷଷ୍ଠ ଶ୍ରେଣୀ ଯାଏଁ ପାଠ ପଢିଛି ପ୍ରଭାସ । ଓଡିଶାର ମୁନାଭାଇ ଭାବେ କୁଖ୍ୟାତ ଥିଲା ପ୍ରଭାସ । ତା ପାଖରୁ ୪ଟି ମୋବାଇଲ୍ ଜବତ କରାଯାଇଛି । ୧୦୦ ରୁ ଅଧିକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କଠାରୁ ଟଙ୍କା ଲୁଟିଛି ପ୍ରଭାସ ।

Comments are closed.