ଶ୍ରୀକ୍ଷେତ୍ର ଆକାଶର ବଦଳିଥିବା ରଙ୍ଗ ମଧ୍ୟରେ ଶ୍ରୀମନ୍ଦିରର ମନୋମୁଗ୍ଧକର ଫଟୋକୁ ଟ୍ୱିଟ୍ କଲେ ମୁଖ୍ୟମନ୍ତ୍ରୀ

ପୁରୀ – ବାତ୍ୟା ଦୁର୍ବଳ ହେଲା ପରେ ଗତକାଲି ଅପରାହ୍ନରେ ଶ୍ରୀକ୍ଷେତ୍ରରେ ଆକାଶର ରଙ୍ଗ ଥିଲା ଭିନ୍ନ । ଏକ ଲାଲ୍ ଚାଦର ସତେ ଯେମିତି ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଆବରଣ କରିଛ ରଖିଛି ।ା କ୍ୟାମେଲା ଲେନ୍ସରେ ଉତ୍ତୋଳିତ ଏହି ଅପୂର୍ବ ମନୋହର ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଙ୍ଗ ବଦଳାଇଥିବା ଶ୍ରୀକ୍ଷେତ୍ର ଆକାଶ ତଳେ ଶ୍ରୀମନ୍ଦିରର ମନୋମୁଗ୍ଧକର ଶୋଭାରେ ବିମୋହିତ ହୋଇ ଫଟୋକୁ ନିଜର ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି ।

Comments are closed.