ଗୀତା ମାହାତ୍ମ୍ୟ: କର୍ମେନ୍ଦ୍ରୀୟାଣୀ ସଂଯମ୍ୟ ଯଆସ୍ତେ ମନସା ସ୍ମରନ। ଇନ୍ଦ୍ରିୟାର୍ଥାନ ବିମୁଢ଼ାତ୍ମା ମିଥ୍ୟାଚାର ସ ଉଚ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

କର୍ମେନ୍ଦ୍ରୀୟାଣୀ ସଂଯମ୍ୟ ଯଆସ୍ତେ ମନସା ସ୍ମରନ। ଇନ୍ଦ୍ରିୟାର୍ଥାନ ବିମୁଢ଼ାତ୍ମା ମିଥ୍ୟାଚାର ସ ଉଚ୍ୟତେ।।

ହେ ଅର୍ଜୁନ ! ଯେଉଁ ମୁଢବୁଦ୍ଧି ମନୁଷ୍ୟ ସମସ୍ତ ଇନ୍ଦ୍ରିୟ ଙ୍କୁ ବଳପୁର୍ବକ ଉପରୁ ଉପରୁ ରୁଦ୍ଧ କରିଦେଇ ମନ ସେହି ଦ୍ୱାରା ଇନ୍ଦ୍ରିୟ ମାନଙ୍କର ବିଷୟକୁ ଚିନ୍ତନ କରୁଥାଏ, ସେ ମିଥ୍ୟାଚାରି ଅର୍ଥାତ ଦମ୍ଭି ବୋଲି କଥିତ ହୁଏ।
( ଇତି ଗୀତା ୩ୟ ଅ। ୬ଷ୍ଠ ଶ୍ଲୋକ )

Comments are closed.