ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର – ଆଜି ହେଉଛି ସଶସ୍ତ୍ର ବାହିନୀ ପତାକା ଦିବସ । ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ବଜାୟ ରଖିବା ପାଇଁ ସାହସିକତାର ସହ ଲଢୁଥିବା ବୀର ସୈନିକଙ୍କୁ ସଲାମ କରିଛନ୍ତି ମୁଖ୍ୟମନ୍ତ୍ରୀ । କର୍ତ୍ତବ୍ୟ ନିର୍ବାହରେ ସେନା ଯବାନଙ୍କ ସାହସ ଓ ନିସ୍ୱାର୍ଥପର ବଳିଦାନ ପଟ୍ଟାନ୍ତର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.