ସିଡିଏସ ଜେନେରାଲ ରାୱତ, ପତ୍ନୀ ଓ ଅନ୍ୟ ସାମରିକ ଅଧିକାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର – ହେଲିକପଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ମଧୁରିକା ଓ ଅନ୍ୟ ୧୧ ପ୍ରତିରକ୍ଷା ଅଧିକାରୀଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି ନବୀନ ଶୋକବାର୍ତ୍ତାରେ କହିଛନ୍ତି । ସହିଦଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.