ଗୀତା ମାହାତ୍ମ୍ୟ: ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ। ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।।

 

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ସହଯଜ୍ଞା ପ୍ରଜା ସୃଷ୍ଟ୍ୟ ପୁରୋବାଚ ପ୍ରଜାପତିଃ।
ଅନେନ ପ୍ରସବିଷ୍ୟଧ୍ଵମେଷ ବୋଅସ୍ତିଷ୍ଟ କାମଧୁକ।।

ହେ ଅର୍ଜୁନ ! ପ୍ରଜାପତି ବ୍ରହ୍ମା କଳ୍ପର ପ୍ରାରମ୍ଭରେ ଯଜ୍ଞ ସହିତ ପ୍ରଜାମାନଙ୍କୁ ରଚନା କରି କହିଥିଲେ, ତୁମେମାନେ ଏହି ଯଜ୍ଞଦ୍ୱାରା ବୃଦ୍ଧିପ୍ରାପ୍ତ ହୁଅ ଏବଂ ଏହି ଯଜ୍ଞ ତୁମ୍ଭମାନଙ୍କର ବାଂଛିତ ଭୋଗ ପ୍ରଦାୟକ ହେଉ।

( ଇତି ଗୀତା ୩ୟ ଅ। ୧୦ମ ଶ୍ଲୋକ )

Comments are closed.