ଗୀତା ମାହାତ୍ମ୍ୟ: ଇଷ୍ଟନ ଭୋଗାନ ହି ବୋ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତଃ। ତୈର୍ଦ୍ଧତ୍ତାନ ପ୍ରଦାୟେଭ୍ୟା ଯୋ ଭୁଂକ୍ତେ ସ୍ତେନ ଏବ ସ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଇଷ୍ଟନ ଭୋଗାନ ହି ବୋ ଦେବା
ଦାସ୍ୟନ୍ତେ ଯଜ୍ଞ ଭାବିତଃ।
ତୈର୍ଦ୍ଧତ୍ତାନ ପ୍ରଦାୟେଭ୍ୟା
ଯୋ ଭୁଂକ୍ତେ ସ୍ତେନ ଏବ ସ।।

ହେ ଅର୍ଜୁନ ! ଯଜ୍ଞଦ୍ୱାରା ସମ୍ଭର୍ଧିତ ଦେବତାମାନେ ତୁମକୁ ବିନା ପ୍ରାର୍ଥନାରେ ବାଂଛିତ ଭୋଗ ନିଶ୍ଚିୟ ପ୍ରଦାନ କରିଚାଲିବେ। ସେହି ଦେବତାମାନେ ଏହିଭଳି ପ୍ରଦତ୍ତ ଭୋଗପଦାର୍ଥ ଗୁଡିକୁ ଯେଉଁ ମନୁଷ୍ୟ ସେମାନଙ୍କୁ ସମର୍ପଣ ନ କରି ସ୍ୱୟଂ ଭୋଗ କରେ, ସେ ନିଶ୍ଚିତ ଚୋର ଅଟେ।

( ଇତି ଗୀତା ୩ୟ ଅ। ୧୨ଶ ଶ୍ଲୋକ )

Comments are closed.