ଗୀତା ମାହାତ୍ମ୍ୟ: ଅନ୍ନାଦଭବନ୍ତି ଭୁତାନି ପର୍ଜନ୍ୟାଦନ୍ନ ସମ୍ଭବାଃ।ଯଜ୍ଞାଦଭବତି ପର୍ଜନ୍ୟା ଯଜ୍ଞ କର୍ମସମୁଦ୍ଭଵ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଅନ୍ନାଦଭବନ୍ତି ଭୁତାନି ପର୍ଜନ୍ୟାଦନ୍ନ ସମ୍ଭବାଃ।

ଯଜ୍ଞାଦଭବତି ପର୍ଜନ୍ୟା ଯଜ୍ଞ କର୍ମସମୁଦ୍ଭଵ।।

ହେ ଅର୍ଜୁନ ! ସମସ୍ତ ପ୍ରାଣୀ ଅନ୍ନ ରୁ ଉତ୍ପନ୍ନ ହୁଅନ୍ତି, ଅନ୍ନର ଉତ୍ପତ୍ତି ବୃଷ୍ଟି ରୁ ହୁଏ, ବୃଷ୍ଟି ଯଜ୍ଞରୁ ଉତ୍ପନ୍ନ ହୁଏ ଏବଂ ଯଜ୍ଞ ବିହିତ କର୍ମ ରୁ ଉତ୍ପନ୍ନ ହୋଇଥାଏ।

( ଇତି ଗୀତା ୩ୟ ଅ। ୧୪ଶ ଶ୍ଲୋକ )

Comments are closed.