ଆଜିଠାରୁ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‌

ଭୁବନେଶ୍ୱର- ଆଜି ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ । ଭିିସି ଜରିଆରେ ଇକୋ ରିଟ୍ରିଟ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ,ହୀରାକୁଦ, ପାତି ସୋନପୁର ଓ କୋରାପୁଟରେ ହେବ ଇକୋ ରିଟ୍ରିଟ୍ ।

Comments are closed.