ନୀତି ଆୟୋଗ-ରାଜ୍ୟ ସରକାର ବୈଠକ, ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି କରିପାରନ୍ତି ସରକାର

ଭୁବନେଶ୍ୱର- ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ ଆରମ୍ଭ ହୋଇଛି । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ସଦସ୍ୟ ଭି.କେ ପଲ୍ ରାଜ୍ୟ ସରକାରଙ୍କ ସହ ଆଲୋଚନାରେ ସାମିଲ ଅଛନ୍ତି । ଭିସି ଜରିଆରେ ବୈଠକରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ବୈଠକରେ ଯୋଗ ଦେଇଛନ୍ତି । ଓଡିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି କରିପାରନ୍ତ ସରକାର ।

Comments are closed.