ଗୀତା ମାହାତ୍ମ୍ୟ: ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର। ଅସକ୍ତ ହ୍ୟାଚରନ କର୍ମ ପରମାପ୍ନୋତି ପୁରୁଷ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ତସ୍ମାଦସକ୍ତଃ ସତତଂ କାର୍ଯ୍ୟଂ କର୍ମ ସମାଚର।
ଅସକ୍ତ ହ୍ୟାଚରନ କର୍ମ ପରମାପ୍ନୋତି ପୁରୁଷ।।

ହେ ଅର୍ଜୁନ ! ତେଣୁ ନିରନ୍ତର ଆସକ୍ତି ରହିତ ହୋଇ ନିଷ୍ଠାର ସହିତ କର୍ତ୍ତବ୍ୟ କର୍ମ କର। କାରଣ ଆସକ୍ତି ରହିତ ହୋଇ କର୍ମ କରୁଥିବା ମନୁଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଯାଏ।

( ଗୀତା ୩ୟ ଅ। ୧୯ଶ ଶ୍ଲୋକ )

Comments are closed.