ଭୁବନେଶ୍ୱର ବମିଖାଲ ଓ ଭିଏସଏସ ନଗରର କିଛି ଜାଗା କଂଟେନମେଂଟ ଅଞ୍ଚଳ ଘୋଷିତ

ଭୁବନେଶ୍ୱର- ଭୁବନେଶ୍ୱରର ବମିଖାଲ ଓ ଭିଏସଏସ ନଗରର କିଛି ଜାଗାକୁ କଂଟେନମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏସବୁ ଜାଗାରେ ଅନେକ ଲୋକ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଲା ପରେ ପ୍ରଶାସନ ପକ୍ଷରୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି ।

Comments are closed.