ଗୀତା ମାହାତ୍ମ୍ୟ: ପ୍ରକୃତେ କ୍ରିୟମାଣାନି ଗୁନୈ କର୍ମାଣି ସର୍ବଶଃ। ଅହଙ୍କାରବିମୁଢ଼ାତ୍ମା କର୍ତ୍ତାହମିତି ମନ୍ୟତେ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ପ୍ରକୃତେ କ୍ରିୟମାଣାନି ଗୁନୈ କର୍ମାଣି ସର୍ବଶଃ।
ଅହଙ୍କାରବିମୁଢ଼ାତ୍ମା କର୍ତ୍ତାହମିତି ମନ୍ୟତେ।।

ହେ ଅର୍ଜୁନ ! ବସ୍ତୁତ ସମସ୍ତ କର୍ମ ସବୁପ୍ରକାର ରେ ପ୍ରକୃତିର ଗୁଣମାନଙ୍କ ଦ୍ୱାରା କରାଯାଉଥାଏ; ତଥାପି ଯାହାର ଅନ୍ତଃକରଣ ଅହଙ୍କାର ଦ୍ୱାରା ମୋହିତ ହୋଇ ରହିଥାଏ, ସେହି ଅଜ୍ଞାନୀ ‘ ମୁଁ ହିଁ କର୍ତ୍ତା ଅଟେ’ ବୋଲି ମନେ କରେ।

( ଗୀତା ୩ୟ ଅ। ୨୭ଶ ଶ୍ଲୋକ )

Comments are closed.