ଗୀତା ମାହାତ୍ମ୍ୟ: ଯେ ତ୍ୱେତଦଭ୍ୟସୁୟନ୍ତେ ନାନୁତିଷ୍ଠନ୍ତି ମେ ମତମ। ସର୍ଵଜ୍ଞାନ ବିମୁଢାସ୍ତାନ ବିଧି ନଷ୍ଟାନଚେତସ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଯେ ତ୍ୱେତଦଭ୍ୟସୁୟନ୍ତେ ନାନୁତିଷ୍ଠନ୍ତି ମେ ମତମ। ସର୍ଵଜ୍ଞାନ ବିମୁଢାସ୍ତାନ ବିଧି ନଷ୍ଟାନଚେତସ।।

ହେ ଅର୍ଜ୍ଜୁନ ! ଯେଉଁ ମନୁଷ୍ୟମାନେ ମୋଠାରେ
ଦୋଷଅରୋପ କରି ମୋର ଏହି ମତ ଅନୁସାରେ ଚାଲନ୍ତି ନାହିଁ, ସେହି ମୁର୍ଖ ମାନଙ୍କୁ ତୁମେ ସମସ୍ତ ଜ୍ଞାନରେ ମୁଢ ବୋଲି ଓ ନଷ୍ଟ ହୋଇଯାଇଛନ୍ତି ବୋଲି ଜଣ।

( ଗୀତା ୩ୟ ଅ। ୩୨ଶ ଶ୍ଲୋକ )

Comments are closed.