ଗୀତା ମାହାତ୍ମ୍ୟ: ଶ୍ରେୟାନସ୍ବଧର୍ମୋ ବିଗୁଣ ପରଧର୍ମାତ ସ୍ୱନୁଷ୍ଠିତାନ। ସ୍ବଧର୍ମ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଶ୍ରେୟାନସ୍ବଧର୍ମୋ ବିଗୁଣ ପରଧର୍ମାତ ସ୍ୱନୁଷ୍ଠିତାନ।
ସ୍ବଧର୍ମ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ।।

ହେ ଅର୍ଜ୍ଜୁନ ! ଉତ୍ତମ ଆଚରଣ ସହିତ ପାଳିତ ହେଉଥିବା ଅନ୍ୟର ଧର୍ମଠାରୁ ଗୁଣରହିତ ହେଲେ ମଧ୍ୟ ସ୍ବଧର୍ମ ଅଧିକ ମଙ୍ଗଳକର। ନିଜ ଧର୍ମରେ ମାରିବା ମଧ୍ୟ କଲ୍ୟାଣକର କିନ୍ତୁ ଅନ୍ୟର ଧର୍ମ ଭୟାବହ।

( ଗୀତା ୩ୟ ଅ। ୩୫ଶ ଶ୍ଲୋକ )

Comments are closed.