ଗୀତା ମାହାତ୍ମ୍ୟ: କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭଵ । ମହାଶନୋ ମହାପାପ୍ମା ବିଦ୍ଦ୍ୟେନମିହ ବୈରିଣମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭଵ ।
ମହାଶନୋ ମହାପାପ୍ମା ବିଦ୍ଦ୍ୟେନମିହ ବୈରିଣମ।।

ହେ ଅର୍ଜ୍ଜୁନ ! ରଜୋଗୁଣରୁ ଉତ୍ପନ୍ନ ଏହି କାମ ହିଁ କ୍ରୋଦ୍ଧ ଅଟେ। ଏହି କାମ ବଡ଼ ଭୋଜନିଆ ଅର୍ଥାତ ଭୋଗରେ କେବେହେଲେ ତୃପ୍ତ ହୁଏନାହିଁ ଓ ସେ ବଡ଼ ପାପୀ। ଏହି ବିଷୟରେ ଏହାକୁ ହିଁ ତୁମେ ଶତ୍ରୁ ବୋଲି ଜାଣ।

( ଗୀତା ୩ୟ ଅ। ୩୭ଶ ଶ୍ଲୋକ )

Comments are closed.