ଓଡିଶା ଅଗ୍ନିଶମ ସେବା ଦେଶରେ ସର୍ବଶ୍ରେଷ୍ଠ

ଭୁବନେଶ୍ୱର-ଓଡିଶା ଅଗ୍ନିଶମ ସେବାକୁ ୨୦୨୧ ମସିହା ପାଇଁ ସର୍ବଶ୍ରେଷ୍ଠ ଅଗ୍ନିଶମ ସଂସ୍ଥାର ମାନ୍ୟତା ମିିଳିଛି । ବିପର୍ଯ୍ୟୟ ମୁକାବିଲା କରିବା ଦକ୍ଷତାକୁ ବିଚାରକୁ ନେଇ ନୋଏଡାରେ ଆୟୋଜିତ ଆନ୍ତର୍ଜାତୀୟ ଫାୟର ଇଣ୍ଡିଆ-୨୦୨୧ ମେଳାରେ ଓଡିଶା ଅଗ୍ନିଶମ ବିଭାଗକୁ ଏହି ଜାତୀୟ ପୁରସ୍କାର ମିଳିଛି । ତାମିଲନାଡୁ ଓ ଗୁଜୁରାଟ ଅଗ୍ନିଶମ ବିଭାଗକୁ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ମିଳିଛି ।

Comments are closed.