ଖୋର୍ଦ୍ଧା – ଆଜି ଚିଲିକାରେ ଡଲଫିନ ଗଣନା କରାଯାଉଛି । ସାତପଡା ଓ ବାଲୁଗାଁ ରେଞ୍ଜରେ ବିରଳ ଇରାୱାଡି ଡଲଫିନ ଗଣନା ହେଉଛି । ଏହି ଦୁଇଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଗଣନା ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ଡଲଫିନ ଗଣନାରେ ୧୮ଟି ଟିମକୁ ନିୟୋଜିତ କରାଯାଇଛି । ଓୟୁଏଟି ଛାତ୍ରଛାତ୍ରୀ ଓ ଚିଲିକା ଉନ୍ନୟନ ବିଭାଗ ମଧ୍ୟ ଡଲଫିନ ଗଣନାରେ ସାମିଲ ହୋଇଛନ୍ତି ।
Comments are closed.