ଭୁବନେଶ୍ୱର- ଟାଟା ମେଡିକାଲ ଆଣ୍ଡ ଡ଼ାଏଗ୍ନୋଷ୍ଟିକ ଲିମିଟେଡ ( ଟାଟା ଏମ ଡି) ଠାରୁ ପାଞ୍ଚଲକ୍ଷ ଓମିସିଅର୍ ଆରଟିପିସିର କିଟ୍ ଅର୍ଡର୍ କରିବାର ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ଓଡ଼ିଆ ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ – ଓଏସ୍ଏମ ସି ଏଲ ଏହି କିଟ୍ ଅର୍ଡର୍ କରିଛି । କୋଭିଡ positiv ନମୁନାର omicron ଭାରେଣ୍ଟ ଚିହ୍ନ ଟ କରିବାର ଓମିସିଓର କୀଟ ସହାୟକ ହୋଇପାରିବ । ଏହି କୀଟ୍ ଆଇସିଏମଆର ସହ ମିଳିତ ଭାଗିଦାରୀରେ ଟାଟା ଏମଡି ବିକଶିତ କରିଛି । ଏହି କୀଟ୍ ବଳରେ ଜିନମ୍ ସିକ୍ୟୁଏନସିଂ ବିନା ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇପାରିବ ।
Comments are closed.