ଭିଜିଲାନ୍ସ ଜାଲରେ କନେଷ୍ଟବଳ

ବାରିପଦା – ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କନେଷ୍ଟବଳ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ ଅଫିସରେ କାର୍ଯ୍ୟରତ କନଷ୍ଟେବଳ ରଂଜନ ଦଣ୍ଡପାଟଙ୍କ ୬ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ୬ଟି ଘରେ ୩୫ଜଣ ଅଫିସର ଚଢାଉ କରିଛନ୍ତି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.