ଗୀତା ମାହାତ୍ମ୍ୟ: ଇନ୍ଦ୍ରିୟାଣୀ ପରାନ୍ୟାହୁ ଇନ୍ଦ୍ରିୟେଭ୍ୟ ପରଂ ମନଃ। ମନସସ୍ତୁ ପରା ବୁଦ୍ଧିର୍ଯ ବୁଦ୍ଧେ ପରତସ୍ତୁ ସହ ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମରେ ନିରୁତ୍ସାହିତ ଦେଖି ତାଙ୍କୁ କର୍ମରେ ପ୍ରବୃତ୍ତ ହେବା ପାଇଁ କହୁଛନ୍ତି : –

ଇନ୍ଦ୍ରିୟାଣୀ ପରାନ୍ୟାହୁ ଇନ୍ଦ୍ରିୟେଭ୍ୟ ପରଂ ମନଃ। ମନସସ୍ତୁ ପରା ବୁଦ୍ଧିର୍ଯ ବୁଦ୍ଧେ ପରତସ୍ତୁ ସହ ।।

ହେ ଅର୍ଜ୍ଜୁନ ! ଇନ୍ଦ୍ରିୟମାନଙ୍କୁ ସ୍ଥୂଳ ଶରୀର ଅପେକ୍ଷା ଶ୍ରେଷ୍ଠ, ବଳବାନ ଓ ଶୁକ୍ଷ୍ମ ବୋଲି କୁହନ୍ତି; ଇନ୍ଦ୍ରିୟମାନଙ୍କ ଠାରୁ ମନ ଶ୍ରେଷ୍ଠ, ମନଠାରୁ ବୁଦ୍ଧିଶ୍ରେଷ୍ଠ ଓ ଯାହା ବୁଦ୍ଧି ଠାରୁ ଅତ୍ୟନ୍ତ ଶ୍ରେଷ୍ଠ, ତାହା ହେଉଛି ଆତ୍ମା।

( ଗୀତା ୩ୟ ଅ। ୪୨ଶ ଶ୍ଲୋକ )

Comments are closed.