ପୂର୍ବତନ ଏଆରସିଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ପୂର୍ବତନ ଏଡିସିନାଲ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି- ଏଆରସିଏସ ରାଜକିଶୋର ପରିଡାଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ବ୍ରହ୍ମଗିରି ଖଟପିରିଙ୍ଗ ସ୍ଥିତ ପରିଡାଙ୍କ ପୈତୃକ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ପୁରୀ ଓ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି ।

Comments are closed.