ଓଡିଶା ସିଏମଓଙ୍କ କାର୍ଯ୍ୟାଳୟର ବଦଳିଲା ପ୍ରୋଫାଇଲ ଫଟୋ, ନବୀନଙ୍କ ବଦଳରେ କେବଳ ସରକାରଙ୍କ ଲୋଗୋ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ –ସିଏମଓ ପ୍ରୋଫାଇଲ ଫଟୋ ବଦଳିଛି । ଉଭୟ ଫେସବୁକ୍ ଓ ଟ୍ୱିଟରରେ ପ୍ରୋଫାଇଲ ଫଟୋ ବଦଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଦଳରେ ପ୍ରୋଫାଇଲ୍ ଫଟୋରେ ଓଡିଶା ସରକାରଙ୍କ ଲୋଗୋ ରଖାଯାଇଛି ।

Comments are closed.