ଆସନ୍ତା ୨୫ରୁ କଟକରେ ପ୍ରଥମ ବିଡବ୍ଲୁଏଫ ଓଡିଶା ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ୍‌

ଭୁବନେଶ୍ୱର – ଓଡିଶାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖେଳାଯିବ । ପ୍ରଥମ ବିଡବ୍ଲୁଏଫ୍ ଓଡିଶାୀ ଓପନ ବ୍ୟାଡମିଂଟନ ଆସନ୍ତା ୨୫ ତାରିଖରୁ କଟକର ବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୩୦ ତାରିଖ ଯାଏଁ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୮ଟି ଦେଶରୁ ୩୦୦ ଖେଳାଳି ଭାଗ ନେବେ । ଓଡିଶାରେ ଏହା ହେଉଛି ପ୍ରଥମ ମାର୍କି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ।

Comments are closed.