ବିଜେଡି ପକ୍ଷରୁ ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ

ସମ୍ବଲପୁର: ଆଜି ସମ୍ୱଲପୁର ମାଟିର ଦାୟାଦ ବୀର ସୁରେନ୍ଦ୍ର ସାଏ ଓ ଆଜାଦ ହିନ୍ଦ ଫୌଜ ର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ବିଜେଡ଼ି ସମ୍ବଲପୁର ମହାନଗର ରେ ପାଳିତ କରିଛି l ସକାଳେ ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏଥିରେ ଡା ରାସେଶ୍ୱରୀ ପାଣିଗ୍ରାହୀ – ସମ୍ବଲପୁର ପୂର୍ବତନ ବିଧାୟିକା, ଗୋକୁଳ ମେହେର – ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ, ପ୍ରଫୁଲ୍ଲ କୁମାର ଦାଶ -ବିଜେଡ଼ି ସଭାପତି ସମ୍ବଲପୁର ମହାନଗର,ହରଦିପ ସିଂହ ଭୁର୍ଜି -ବିଜେଡ଼ି ବରିଷ୍ଠ ସଦସ୍ୟ ଓ ନେସନାଲ ଜର୍ଜ ବଡି ବିଲଡିଂ, ଲିଟନ ବହିଦାର – BYJD ସଭାପତି ସମ୍ବଲପୁର ମହାନଗର, ଅମିତାଭ ପରିଡା -BYJD ଜିଲ୍ଲା ଉପ ସଭାପତି, ସଂଗୀତା ସ୍ୱାଇଁ -BMJD ଜିଲ୍ଲା ଉପ ସଭାପତି, ଅଫସନା ଅଞ୍ଜୁ -BCJD ଜିଲ୍ଲା ଉପ ସଭାପତି, ଜ୍ୟୋତ୍ସ୍ନା ପ୍ରଧାନ -BCJD ଜିଲ୍ଲା ଆ.ଟି ସଂଯୋଜିକା,ଏମ.ଡି ସନାଉଲ୍ଲା, ହେରମ୍ବ ଚନ୍ଦ୍ର ଦାନୀ, ରବିନ୍ଦର ସିଂ, ଦୁଲାଳ ରାୟ, ବିଜୟ ଅଜମେରିଆ, ସତ୍ୟନ୍ଦ୍ର ଦାଶ, ସୌରୀ ପାଣିଗ୍ରାହୀ, ପ୍ରବୀଣ ସିଂଦେଓ, ସୁଧୀର ଯଶ୍ୱାଳ -BCJD ଡିଜିଟାଲ ସେକ୍ରେଟାରୀ ସମ୍ବଲପୁର ମହାନଗର,ସୁନନ୍ଦା ଚଇନି, ମମତା ପଣ୍ଡା, ବୃନ୍ଦା କଟା BMJD ଜିଲ୍ଲା ସଂଯୋଜିକା, ହସିନା ବି, ନାଜ୍ଜମ, ଲିଳିମା ମଲ୍ଲିକ, ବବିତା ଦାଶ BMJD ଜିଲ୍ଲା ଡିଜିଟାଲ ସେକ୍ରେଟାରୀ , ସୁବାସିନୀ ଓରାମ, କୁନୁ ମେହେର,ଟୁନା ପାଢ଼ୀ, ଜୁଲଫିକର ଅଲ୍ଲୀ ଭୁଟ୍ଟୋ, ହରିହର ପାଣି, ଜୟକୃଷ୍ଣ ବେହେରା, ତପନ ଗୁରୁ, ଖତୀଜା ବେଗମ, ପ୍ରତିମା ବଢ଼େଇ, ରଜନୀ ମହାନନ୍ଦ, ସଞ୍ଜୟ ମହାପାତ୍ର, ଅଶୋକ ପଟେଲ, ସୁମନ୍ତ୍ର ପଣ୍ଡା,ଆଦି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ l

Comments are closed.