ଗୀତା ମାହାତ୍ମ୍ୟ:କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିମ ଯଜନ୍ତ ଇହ ଦେବତା। କ୍ଷିପ୍ରମ ହି ମାନୁଷେ ଲୋକେ ସିଦ୍ଧି ର୍ଭବତି କର୍ମଜା

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିମ ଯଜନ୍ତ ଇହ ଦେବତା।
କ୍ଷିପ୍ରମ ହି ମାନୁଷେ ଲୋକେ ସିଦ୍ଧି ର୍ଭବତି କର୍ମଜା

ହେ ଅର୍ଜ୍ଜୁନ ! ଏହି ମନୁଷ୍ୟ ଲୋକରେ କର୍ମଫଳ ଇଚ୍ଛା କରୁଥିବା ଲୋକେ ଦେବତା ମାନଙ୍କୁ ପୂଜା କରନ୍ତି; କାରଣ ସେମାନଙ୍କୁ କର୍ମରୁ ଉତ୍ପନ୍ନ ହେଉଥିବା ସିଦ୍ଧି ଶୀଘ୍ର ମିଳିଯାଏ।।

( ଗୀତା ୪ର୍ଥ ଅ। ୧୨ଶ ଶ୍ଲୋକ )

Comments are closed.