ଗୀତା ମାହାତ୍ମ୍ୟ: ଏବଂ ଜ୍ଞାତ୍ବା କୃତଂ କର୍ମ ପୂର୍ବଵୈ ରପି ମୁମୂକ୍ଷୁଭି। କୁରୁ କର୍ମଇବ ତସ୍ମାତତ୍ଵଂ ପୂର୍ବଵୈ ପୂର୍ବତରଂ କୃତମ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଏବଂ ଜ୍ଞାତ୍ବା କୃତଂ କର୍ମ
ପୂର୍ବଵୈ ରପି ମୁମୂକ୍ଷୁଭି।
କୁରୁ କର୍ମଇବ ତସ୍ମାତତ୍ଵଂ
ପୂର୍ବଵୈ ପୂର୍ବତରଂ କୃତମ।।

ହେ ଅର୍ଜ୍ଜୁନ ! ପୂର୍ବ କାଳର ମୁମୂକ୍ଷୁମାନେ ମଧ୍ୟ ଏହା ଜାଣି କର୍ମ କରିଥିଲେ। ତେଣୁ ତୁମେ ମଧ୍ୟ ପୂର୍ବଜ ମାନଙ୍କ ଦ୍ୱାରା ଆଦି କାଳରୁ କରାଯାଇଥିବା କର୍ମ ହିଁ କର।

( ଗୀତା ୪ର୍ଥ ଅ। ୧୫ଶ ଶ୍ଲୋକ )

Comments are closed.