ଗୀତା ମାହାତ୍ମ୍ୟ: କିଂ କର୍ମ କିମକର୍ମେତି କବୟୋ ଅପତ୍ର ମୋହିତଃ।ତତ୍ତ୍ୱେକର୍ମ ପ୍ରବକ୍ଷାମି ଯଜଜ୍ଞାତା ମୋକ୍ଷସେ ଅଶୁଭାତ।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

କିଂ କର୍ମ କିମକର୍ମେତି କବୟୋ ଅପତ୍ର ମୋହିତଃ।ତତ୍ତ୍ୱେକର୍ମ ପ୍ରବକ୍ଷାମି ଯଜଜ୍ଞାତା ମୋକ୍ଷସେ ଅଶୁଭାତ।

ହେ ଅର୍ଜ୍ଜୁନ ! କର୍ମ କଣ ଏବଂ ଅକର୍ମ କଣ, ତାହା ନିର୍ଣ୍ଣୟ କରିବା ବେଳେ ବୁଦ୍ଧିମାନ ପୁରୁଷମାନେ ମଧ୍ୟ ଭ୍ରମରେ ପଡିଯାଆନ୍ତି। ତେଣୁ ମୁଁ ତୁମକୁ ସେହି କର୍ମତତ୍ୱ ଭଲ ଭାବରେ ବୁଝାଇ କହିଦେବି, ଯାହା ଜାଣିଲେ ତୁମେ ଅଶୁଭରୁ ଅର୍ଥାତ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ।

( ଗୀତା ୪ର୍ଥ ଅ। ୧୬ଶ ଶ୍ଲୋକ )

Comments are closed.