ଗୀତା ମାହାତ୍ମ୍ୟ: କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ଚ ବି କର୍ମଣ। ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

କର୍ମଣୋ ହ୍ୟପି ବୋଦ୍ଧବ୍ୟଂ ଚ ବି କର୍ମଣ।
ଅକର୍ମଣଶ୍ଚ ବୋଦ୍ଧବ୍ୟଂ ଗହନା କର୍ମଣୋ ଗତିଃ।।

ହେ ଅର୍ଜ୍ଜୁନ ! କର୍ମର ସ୍ୱରୂପ ବି ଜାଣିବା ଉଚିତ ଅକର୍ମର ସ୍ୱରୂପ ବି ଜାଣିବା ଉଚିତ ତଥା ବିକର୍ମର ସ୍ୱରୂପ ବି ଜାଣିବା ଉଚିତ। କାରଣ କର୍ମର ଗତି ବଡ଼ ଗହନ।

( ଗୀତା ୪ର୍ଥ ଅ। ୧୭ଶ ଶ୍ଲୋକ )

Comments are closed.