ଗୀତା ମାହାତ୍ମ୍ୟ: ତ୍ୱକ୍ତା କର୍ମଫଳାସଙ୍ଗଂ ନିତ୍ୟତୃପ୍ତ ନିରାଶ୍ରୟଃ। କର୍ମଣ୍ୟଭି ପ୍ରବୃତ୍ତ ଅପି ନୈବକିଞ୍ଚିତ କରୋତି ସ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ତ୍ୱକ୍ତା କର୍ମଫଳାସଙ୍ଗଂ ନିତ୍ୟତୃପ୍ତ ନିରାଶ୍ରୟଃ।
କର୍ମଣ୍ୟଭି ପ୍ରବୃତ୍ତ ଅପି ନୈବକିଞ୍ଚିତ କରୋତି ସ।।

ହେ ଅର୍ଜ୍ଜୁନ ! ସମସ୍ତ କର୍ମରେ ଏବଂ ତାହାର ଫଳରେ ସର୍ଵଥା ଆସକ୍ତି ତ୍ୟାଗକରି ସଂସାରର ଆଶ୍ରୟରୁ ରହିତ ହୋଇଯାଇଛନ୍ତି ଏବଂ ପରମାତ୍ମାଙ୍କ ଠାରେ ନିତ୍ୟ ତୃପ୍ତ ହୋଇ ରହିଛନ୍ତି, ସେ କର୍ମରେ ଭଲ ଭାବରେ ପ୍ରବୃତ୍ତ ହୋଇ ମଧ୍ୟ ବସ୍ତୁତଃ କିଛି ବି କରନ୍ତି ନାହିଁ।

( ଗୀତା ୪ର୍ଥ ଅ। ୨୦ଶ ଶ୍ଲୋକ )

Comments are closed.