ତପସ୍ୱିନୀ-ସୁମିତ ବିବାଦ ମାମଲା : ଭରଣପୋଷଣ ସଂପର୍କିତ ତଳକୋର୍ଟ ରାୟ ହାଇକୋର୍ଟରେ କାଏମ

ବ୍ରହ୍ମପୁର- ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲାରେ ତଳକୋର୍ଟଙ୍କ ରାୟ କାଏମ ରଖିଛନ୍ତି ହାଇକୋର୍ଟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମା ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାସିକ ୧୭ ହଜାର ଟଙ୍କା ଭରଣପୋଷଣ ବାବଦ ଦେବା ପାଇଁ ତଳକୋର୍ଟଙ୍କ ନିର୍ଦ୍ଦେଶ ଥିଲା । ଏହାକୁ ଚ୍ୟାଲେଂଜ କରିଥିଲେ ସୁମିତ । ଫେବ୍ରୁଆରୀ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Comments are closed.