ଗୀତା ମାହାତ୍ମ୍ୟ: ଅଥ କେନ ପ୍ରଯୁକ୍ତଅୟଂ ପାପମ ଚରତି ପୁରୁଷ। ଅନିଛନ୍ନପି ବାଷ୍ଣେୟ ବଲାଦିବ ନିୟୋଜିତଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି ମନୁଷ୍ୟ ଅନିଚ୍ଛାକୃତ ଭାବରେ କାହିଁକି ପାପକର୍ମ କରିଥାଏ ? : –

ଅଥ କେନ ପ୍ରଯୁକ୍ତଅୟଂ ପାପମ ଚରତି ପୁରୁଷ।
ଅନିଛନ୍ନପି ବାଷ୍ଣେୟ ବଲାଦିବ ନିୟୋଜିତଃ।।

ହେ କେଶବ ! ପୁଣି ଏହି ମନୁଷ୍ୟ ସ୍ୱୟଂ ଇଚ୍ଛା ନ କଲେ ମଧ୍ୟ ବଳପୂର୍ବକ ନିୟୋଜିତ ହେଲାପରି କାହାଦ୍ୱାରା ପ୍ରେରିତ ହୋଇ ପାପ ଆଚରଣ କରେ ?

( ଗୀତା ୩ୟ ଅ। ୩୬ଶ ଶ୍ଲୋକ )

Comments are closed.