ସୁର ସାମ୍ରାଙ୍ଗୀଙ୍କ ଚିରସବୁଜ ଫିଲ୍ମ ଗୀତରୁ କିଛି ଲୋକପ୍ରିୟ ସୋଲୋ ହିଟ୍

ଏମିତି ତ ସୁର ସାମ୍ରାଜ୍ଞୀ ଲତା ଅସଂଖ୍ୟ ଚିରସବୁଜ ହିନ୍ଦି ଗୀତ ଶ୍ରୋତାଙ୍କୁ ଆଜି ବି ମତୁଆଲା କରୁଛି । କାହାର କେଉଁ ଗୀତ ପସନ୍ଦ । ବିଭିନ୍ନ ସମୟରେ ଆଦୃତ ହୋଇଥିବା ଲତାଙ୍କ କିଛି ସୋଲୋ ହିଟ୍ ନମ୍ବର ଉପରେ ନଜର ପକାଇବା । ଏଥିମଧ୍ୟରୁ କିଛି ଗୀତ ସବୁ ପୀଢି ପୀଢି ଧରି ଲୋକପ୍ରିୟ ରହିଆସିଛି ।

. ଆୟେଗା ଆନେବାଲା …. ( ଫିଲ୍ମ ମହଲ, ୧୯୪୯ )
. କୋଇ ମେରେ ଦିଲ୍ ମେଁ … ( ଫିଲ୍ମ ଅନ୍ଦାଜ, ୧୯୪୯ )
. ପଂଛି ବନ୍ ମେଁ … ( ଫିଲ୍ମ ବାବୁଲ, ୧୯୫୦ )
. ପ୍ୟାର କିୟା ତୋ ଡରନା କ୍ୟା… ( ଫିଲ୍ମ ମୋଗଲ-ଏ- ଆଜମ,୧୯୬୦ )
. ଆଜ୍ ଫିର୍ ଜିନେ କି ତମନ୍ନା ହେ .. ( ଫିଲ୍ମ ଗାଇଡ,୧୯୬୫ )
. ଅଜୀବ ଦାସ୍ତାଁ ହେ ୟେ …. ( ଫିଲ୍ମ ଦିଲ୍ ଅପନା ଔର ପ୍ରୀତ ପରାଏଁ , ୧୯୬୦ )
.ଆ ଆ ଭି ଯା …. ( ଫିଲ୍ମ ତିସରୀ କସମ, ୧୯୬୬ )
. ଲଗ୍ ଯା ଗଲେ … ( ଫିଲ୍ମ ୱ କୌନ ଥୀ , ୧୯୬୪ )
. ସୁନୋ ସଜନା …. ( ଫିଲ୍ମ ଆୟେ ଦିନ ବହାର କେ , ୧୯୬୬ )
. ଫିର ତେରି କହାନୀ ୟାଦ ଆୟୀ ( ଫିଲ୍ମ ଦିଲ୍ ଦିୟା ଦର୍ଦ ଲିୟା, ୧୯୬୬ )
. ଥଣ୍ଡି ହାୱାଏଁ ( ଫିଲ୍ମ ନୌଜବାନ, ୧୯୫୧ )
. ଅବ୍ କେ ସାଜନ ସାୱନ ମେଁ … ( ଫିଲ୍ମ ଛୁପକେ ଛୁପକେ, ୧୯୭୫ )
. ଆଜ୍ ସୋଚା ତୋ ଆଂଶୁ ଭର ଆୟେ .. ( ଫିଲ୍ମ ହଁସତେ ଜଖମ, ୧୯୭୩ )
. ଈଶ୍ୱର ସତ୍ୟ ହେଁ …( ଫିଲ୍ମ ସତ୍ୟମ ଶିବମ ସୁନ୍ଦରମ , ୧୯୭୮ )
. ଆଜା ପିୟା ତୋହେ ପ୍ୟାର ଦୁଁ … ( ଫିଲ୍ମ ବହାରୋଁ କେ ସପନେ, ୧୯୬୭ )
. ରୈନା ବିତ୍ ଜାୟେଁ …. ( ଅମର ପ୍ରେମ, ୧୯୭୨ )
. ବାହୋଁ ମେଁ ଚଲେ ଆଓ .. ( ଫିଲ୍ମ ଅନାମିକା , ୧୯୭୩ )
. ଏକ ତୁ ଜୋ ମିଲା ସାରି ଦୁନିଆ ମିଲେଁ … ( ଫିଲ୍ମ ହିମାଲୟ କି ଗୋଦ୍ ମେଁ ,୧୯୬୫ )
. ୟାରା ସିଲି ସିଲି .. ( ଫିଲ୍ମ ଲେକିନ )
. ଜିୟା ଜଲେଁ ଜାଁ ଜଲେ …( ଫିଲ୍ମ ଦିଲ୍ ସେ ,୧୯୯୮ )

Comments are closed.