ଗୀତା ମାହାତ୍ମ୍ୟ: ଶ୍ରୋତ୍ରାଦିନୀନ୍ଦ୍ରିୟାନ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ବତି। ଶବ୍ଦା ଦୀନ ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ବତି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଶ୍ରୋତ୍ରାଦିନୀନ୍ଦ୍ରିୟାନ୍ୟନ୍ୟେ ସଂଯମାଗ୍ନିଷୁ ଜୁହ୍ବତି।
ଶବ୍ଦା ଦୀନ ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ବତି।।

ହେ ଅର୍ଜ୍ଜୁନ ! ଅନ୍ୟ ଯୋଗୀମାନେ ଶ୍ରୋତ୍ର ଆଦି ଇନ୍ଦ୍ରିୟ ମାନଙ୍କୁ ସଂଯମ ରୂପକ ଅଗ୍ନି ମାନଙ୍କରେ ହୋମ କରନ୍ତି ଏବଂ ଆଉ କେତେକ ଯୋଗୀ ଶବ୍ଦା ଦି ବିଷୟମାନଙ୍କୁ ଇନ୍ଦ୍ରିୟ ରୂପକ ଅଗ୍ନି ମାନଙ୍କରେ ହୋମ କରନ୍ତି।

( ଗୀତା ୪ର୍ଥ ଅ। ୨୬ଶ ଶ୍ଲୋକ )

Comments are closed.