ଗୀତା ମାହାତ୍ମ୍ୟ: ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ। କର୍ମଜାନବିଦ୍ଧିତାନ ସର୍ବାନେଵଂ ଜ୍ଞାତ୍ବାବିମୋକ୍ଷସେ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣୋ ମୁଖେ।
କର୍ମଜାନବିଦ୍ଧିତାନ ସର୍ବାନେଵଂ ଜ୍ଞାତ୍ବାବିମୋକ୍ଷସେ

ହେ ଅର୍ଜ୍ଜୁନ ! ଏହିପରି ଆହୁରି ବହୁପ୍ରକାର ଯଜ୍ଞ ବେଦବାଣୀ ଦ୍ୱାରା ବିସ୍ତାରିତ ଭାବରେ କୁହାଯାଇଛି । ସେସବୁ ମନ,ଇନ୍ଦ୍ରିୟ ଏବଂ ଶରୀର ର କ୍ରିୟା ଦ୍ୱାରା ସମ୍ପର୍ଣ୍ବ ହୁଏ ବୋଲି ଜାଣ। ଏହିପରି ତତ୍ୱତଃ ଜାଣି ଯଜ୍ଞନିମିତ୍ତ କର୍ମାନୁଷ୍ଠାନ କଲେ ତୁମେ କର୍ମ ବନ୍ଧନରୁ ସର୍ଵଥା ମୁକ୍ତ ହୋଇଯିବ।

( ଗୀତା ୪ର୍ଥ ଅ। ୩୨ ଶ ଶ୍ଲୋକ )

 

Comments are closed.