ଇସ୍ରୋକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଭାରତର ସଦ୍ୟତମ ଉପଗ୍ରହ –ଇଓଏସ୦୪କୁ ନେଇ ପିଏସଏଲଭିସି୫୨ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିଛି । ଏଥିସହ ଅନ୍ୟ ଦୁଇ ପାସେଞ୍ଜର ସାଟେଲାଇଟକୁ ମଧ୍ୟ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ । ଏହି ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ସବୁଦିନିଆ ରାଡାର ଇମେଜିଂ ସାଟେଲାଇଟ୍ ଇଓଏସ୦୪ର ତଥ୍ୟ କୃଷି,ବନୀକରଣ ଓ ବନ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ସହାୟକ ହେବ ।

Comments are closed.