ଅବକାରୀ ବିଭାଗର ଚଢ଼ାଉ, ବ୍ୟାପକ ଗଞ୍ଜେଇ ଜବତ

ପଦ୍ମପୁର: ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପଦ୍ମପୁର ଅବକାରୀ ଅଧିକାରୀ ହେମକାନ୍ତ ସୁନା କୌଣସି ସୂତ୍ରରୁ ପାଇଥିଲେ । ଏନେଇ ବିଭାଗ ପକ୍ଷରୁ ପଦ୍ମପୁର ରାସ୍ତାର ବାଦୀମାଲ ଛକରେ ଚଢ଼ାଉ କରିଥିଲେ । ତେବେ ଡ୍ରାଇଭରଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ବିଭାଗ ପକ୍ଷରୁ ଗଞ୍ଜେଇ ସହ ଟ୍ରକକୁ ଜବତ କରାଯାଇଛି । ଗାଡିଟି ବଲାଙ୍ଗିର ପଟରୁ ସୀମାନ୍ତ ଛତିଶଗଡ଼ ଯାଉଥିଲା ।

Comments are closed.