ଗୀତା ମାହାତ୍ମ୍ୟ: ଶ୍ରେୟାନ ଦ୍ରବ୍ୟମୟାଦଯଜ୍ଞାଦ ଜ୍ଞାନଯଜ୍ଞ ପରନ୍ତପ। ସର୍ବଂ କର୍ମାଖିଲଂ ପାର୍ଥ ଜ୍ଞାନେ ପରି ସମାପ୍ୟତେ।।
ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –
ଶ୍ରେୟାନ ଦ୍ରବ୍ୟମୟାଦଯଜ୍ଞାଦ ଜ୍ଞାନଯଜ୍ଞ ପରନ୍ତପ।
ସର୍ବଂ କର୍ମାଖିଲଂ ପାର୍ଥ ଜ୍ଞାନେ ପରି ସମାପ୍ୟତେ।।
ହେ ଅର୍ଜ୍ଜୁନ ! ଦ୍ରବ୍ୟମୟ ଯଜ୍ଞ ଅପେକ୍ଷା ଜ୍ଞାନଯଜ୍ଞ ଅତ୍ୟନ୍ତ ଶ୍ରେଷ୍ଠ, କାରଣ ସକଳ ପ୍ରକାର କର୍ମ ଜ୍ଞାନ ରେ ପରି ସମାପ୍ତି ହୋଇଯାଏ।
( ଗୀତା ୪ର୍ଥ ଅ। ୩୩ ଶ ଶ୍ଲୋକ )
Comments are closed.