ଗୀତା ମାହାତ୍ମ୍ୟ: ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା। ଉପଦେକ୍ଷାନ୍ତି ତେ ଜ୍ଞାନ ଜ୍ଞାନୀନସ୍ତତ୍ତ୍ୱଦର୍ଶିନଃ।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ତଦବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନନେ ସେବୟା।
ଉପଦେକ୍ଷାନ୍ତି ତେ ଜ୍ଞାନ ଜ୍ଞାନୀନସ୍ତତ୍ତ୍ୱଦର୍ଶିନଃ।।

ହେ ଅର୍ଜ୍ଜୁନ ! ତୁମେ ତତ୍ତ୍ୱଦର୍ଶି ଜ୍ଞାନୀମାନଙ୍କ ନିକଟକୁ ଯାଇ ସେହି ଜ୍ଞାନକୁ ବୁଝ। ସେମାନଙ୍କୁ ବିନୟତା ପୁର୍ବକ ଦଣ୍ଡବତ କରି, ସେବାକରି ଏବଂ କପଟ ତ୍ୟାଗ କରି ସରଳତା ପୁର୍ବକପ୍ରଶ୍ନ କଲେ, ଭଲ ଭାବରେ ପରମାତ୍ମା ତତ୍ତ୍ୱ ଜାଣିଥିବା ସେହି ଜ୍ଞାନୀ ମହାତ୍ମା ମାନେ ତୁମକୁ ତତ୍ତ୍ୱଜ୍ଞାନ ଉପଦେଶ ଦେବେ ।

( ଗୀତା ୪ର୍ଥ ଅ। ୩୪ ଶ ଶ୍ଲୋକ )

Comments are closed.