ଗୀତା ମାହାତ୍ମ୍ୟ: ଜଯ ଜ୍ଞାତା ନ ପୁନରମୋହମେବଂ ଯାସ୍ୟସି ପାଣ୍ଡବ। ଯେନ ଭୁତାନ୍ୟଶେଷେଣ ଦ୍ରକ୍ଷସ୍ୟାତ୍ମନ୍ୟର୍ଥ ମୟି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଜଯ ଜ୍ଞାତା ନ ପୁନରମୋହମେବଂ ଯାସ୍ୟସି ପାଣ୍ଡବ।
ଯେନ ଭୁତାନ୍ୟଶେଷେଣ ଦ୍ରକ୍ଷସ୍ୟାତ୍ମନ୍ୟର୍ଥ ମୟି।।

ହେ ଅର୍ଜ୍ଜୁନ ! ଯାହା ଜାଣି ତୁମେ ଆଉ ଏହିପରି ମୋହପ୍ରାପ୍ତ ହେବ ନାହିଁ, ତଥା ହେ ଅର୍ଜ୍ଜୁନ! ସେହି ଜ୍ଞାନ ଦ୍ୱାରା ତୁମେ ସକଳ ଭୁତଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରଥମେ ନିଜ ଠାରେ ଏବଂ ପରେ ମୋଠାରେ ଅର୍ଥାତ ସଚ୍ଚିଦାନନ୍ଦ ଘନ ପରମାତ୍ମା ଙ୍କ ଠାରେ ଦେଖିପାରିବ।

( ଗୀତା ୪ର୍ଥ ଅ। ୩୫ ଶ ଶ୍ଲୋକ )

Comments are closed.