ଶ୍ରୀମନ୍ଦିର ପାଇଁ ନୂଆ ଏସଓପି ଜାରି

ପୁରୀ-ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଏସ ଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୬ରୁ ରାତି ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ ।

ସକାଳ ୬ଟା ରୁ ରାତି ୯ଟା ଯାଏ କୋଭିଡ୍ କଟକଣାରେ ହେବ ମହାପ୍ରଭୁଙ୍କ ଦର୍ଶନ । ଏଣିକି ଭକ୍ତମାନଙ୍କୁ ଆଉ ଦୁଇ ଡୋଜ କୋଭିଡ ଟିକା ପ୍ରମାଣପତ୍ର ଦେଖାଇ ବାକୁ ପଡିବନି ।ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ । ଫେବ୍ରୁଆରି ୨୧ରୁ ନୂଆ ଏସ୍‌ଓପି ଲାଗୁ ହେବ ।

Comments are closed.