ଗୀତା ମାହାତ୍ମ୍ୟ: ଅପି ଚେଦସୀ ପାପେଭ୍ୟ ପାପ କୃତମହ। ସର୍ବଂ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି।।

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୀତା ପଚାରୁଛନ୍ତି : –

ଅପି ଚେଦସୀ ପାପେଭ୍ୟ ପାପ କୃତମହ।
ସର୍ବଂ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି।।

ହେ ଅର୍ଜ୍ଜୁନ ! ଯଦି ତୁମେ ସମସ୍ତ ପାପିଙ୍କ ଠାରୁ ମଧ୍ୟ ଅଧିକ ପାପୀ ହୋଇଥାଅ, ତେବେ ମଧ୍ୟ ତୁମେ ଜ୍ଞାନ ରୂପକ ନୌକା ଦ୍ୱାରା ନିଃସନ୍ଦେହ ରେ ସମ୍ପୂର୍ଣ୍ଣ ପାପ ସମୁଦ୍ରକୁ ଭଲଭାବରେ ପାର ହୋଇ ଯିବ।

( ଗୀତା ୪ର୍ଥ ଅ। ୩୬ ଶ ଶ୍ଲୋକ )

Comments are closed.