କୋଟିଆ ଦେଉଛି ଭୋଟ୍

କୋରାପୁଟ- କୋଟିଆରେ ମଧ୍ୟ ଆଜି ଭୋଟ ନିଆଯାଉଛି ।ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ ।

Comments are closed.