ଆଜିଠାରୁ ହଟିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର- ରାଜ୍ୟର ସହରାଞ୍ଚଳରେ ଆଜିଠୁ ଆଉ ଲାଗୁ ହେବନି ନାଇଟ କର୍ଫ୍ୟୁ । ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରିଲିଫ କମିଶନର । କୋଭିଡ ସଂକ୍ରମଣ କମିଥିବାରୁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟରେ ତୃତୀୟ ଲହର ପରେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରଥମେ ରାତି ୯ରୁ ସକାଳ ୫ ଓ ପରେ ରାତି ୧୦ରୁ ସକାଳ ୫ ଯାଏ ନାଇଟୀ କର୍ଫ୍ୟୁ ସମସ୍ତ ସହରାଞ୍ଚଳ ରେ ଲଗାଇଥିଲେ ।

Comments are closed.