ଭୋଟ ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ତେଜନା

କେନ୍ଦ୍ରାପଡ଼ା- ଭୋଟ ଗ୍ରହଣ ବେଳେ ରାଜନଗର ଡେରା ପଞ୍ଚାୟତର ଗୋଖଣିର ୩ ନମ୍ବର ୱାର୍ଡରେ ଉତ୍ତେଜନା ଦେଖାଦେଇଛି । ଭୋଟର ତାଲିକାରେ ଏଜେଣ୍ଟଙ୍କ ନାମ ନଥିବାରୁ ଏହାକୁ ନେଇ ବୁଥ୍‌ରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।ପୋଲିସ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିବା ଖବର ମିଳିଛି । ଡ୍ୟୁଟି କରୁଥିବା ପୋଲିସଙ୍କୁ ନିସ୍ତୁକ ପିଟିଛନ୍ତି ଲୋକେ। ପୋଲିସ ଲୋକଙ୍କୁ ମାଡ଼ ମାରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Comments are closed.