ଗୀତା ମାହାତ୍ମ୍ୟ: ଅଜ୍ଞଶ୍ଚଶ୍ରଦ୍ଧଧାନଶ୍ଚ ସଂଶାୟାତ୍ମ ବିନଶ୍ୟତି। ନାୟଂଲୋକୋସ୍ତି ନପରୋ ନସୁଖଂ ସଂଶାୟାତ୍ମନଃ

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି : –

ଅଜ୍ଞଶ୍ଚଶ୍ରଦ୍ଧଧାନଶ୍ଚ ସଂଶାୟାତ୍ମ ବିନଶ୍ୟତି।
ନାୟଂଲୋକୋସ୍ତି ନପରୋ ନସୁଖଂ ସଂଶାୟାତ୍ମନଃ

ହେ ଅର୍ଜ୍ଜୁନ ! ବିବେକହୀନ, ଶ୍ରଦ୍ଧାରହିତ ଏବଂ ସଂଶୟଯୁକ୍ତ ମନୁଷ୍ୟ ପରମାର୍ଥରୁ ଅବଶ୍ୟ ଭ୍ରଷ୍ଟ ହୋଇଯାଏ। ଏପରି ସଂଶୟଯୁକ୍ତ ମନୁଷ୍ୟ ପାଇଁ ଇହଲୋକ ନାହିଁ, କି ସୁଖ ମଧ୍ୟ ନାହିଁ।

( ଗୀତା ୪ର୍ଥ ଅ। ୪୦ ଶ ଶ୍ଲୋକ )

Comments are closed.