କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ କ୍ରିଷନ କୁମାର

ଭୁବନେଶ୍ୱର- ଆଇଏଏସ ଅଧିକାରୀ କ୍ରିଷନ କୁମାରଙ୍କୁ ମିଳିଛି ନୂଆ ଦାୟିତ୍ବ । କେନ୍ଦ୍ରୀୟ ଡେପୁଟେସନରେ ଯିବେ କ୍ରିଷନ କୁମାର। କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

୨୦୦୨ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର କ୍ରିଷନ କୁମାର ଏବେ ପୂର୍ତ୍ତ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ।

Comments are closed.