ଆଜି ଅନ୍ତିମ ପର୍ଯ୍ୟାୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର -ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି ।
୯୭୫ ସରପଞ୍ଚଙ୍କୁ ବାଛିବେ ୪୧ ଲକ୍ଷରୁ ଅଧିକ ଭୋଟର । ୧୩ ହଜାର ୫୧୪ ପୁଲିଂ ବୁଥ୍‌ରେ ମତଦାନ କରୁଛନ୍ତି ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ପାଇଁ ମୁତୟନ ୨୫୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
। ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଚାଲିଛି । ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେଉଛି । ମୈଦାନରେ ଅଛନ୍ତି ୫୨୦ ଜିଲ୍ଲା ପରିଷଦ ପ୍ରାର୍ଥୀ ।

Comments are closed.