ଭୁବନେଶ୍ୱର – ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ଯୁଗ୍ମ ରିଲିଫ କମିସନର ପଦ୍ମନାଭ ବେହେରା ସମନ୍ୱୟ ରକ୍ଷା କରିବେ । ଜାରି କରାଯାଇଥିବା ଯୋଗାଯୋଗ ନମ୍ବର ହେଉଛି ୯୪୩୭୮୮୧୨୪୫ ।
ଟୋଲ ଫ୍ରି ନମ୍ବର ହେଲା- ୦୬୭୪-୧୫୩୪୧୭୭ ଏବଂ ୭୬୮୨୯୯୮୨୬୬୮ । ଦିନ ୧୦ରୁ ରାତି ୭ଟା ଯାଏ କାର୍ଯ୍ୟ କରିବ କଣ୍ଟ୍ରୋଲରୁମ ।
Comments are closed.