ବିଜେଡି ୧୮୯ ଜିଲ୍ଲା ପରିଷଦ ଆସନରେ ଆଗୁଆ

ଭୁବନେଶ୍ୱର – ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଶେଷ ଖବର ସୁଦ୍ଧା ବିଜେଡି ମୋଟ ୮୫୧ ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୮୯ରେ ଆଗୁଆ ରହିଛି ।
ବିଜେପି ୨୪ , କଂଗ୍ରେସ ,୧୫ ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି । ଆଜି ୩୧୫ଟି ଜିଲ୍ଲା ପରିଷଦ ଆସନରେ ମୋଟ ଗଣତି ଚାଲିଛି ।

Comments are closed.